ଗୀତା ମହାତ୍ମ୍ୟ: ଯୁଦ୍ଧାମନୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବିର୍ଯ୍ୟବାନ। ସୌଭଦ୍ର ଦ୍ରୌପଦେୟାଶ୍ଚ ସର୍ଵ ଏବ ମହାରଥା।।

ଯୁଦ୍ଧାମନୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବିର୍ଯ୍ୟବାନ।

ସୌଭଦ୍ର ଦ୍ରୌପଦେୟାଶ୍ଚ ସର୍ଵ ଏବ ମହାରଥା।।

ଅତ୍ୟନ୍ତ ବଳଶାଳୀ ଜୁଢ଼ ଯୁଦ୍ଧାମନୁ, ବିର୍ଯ୍ୟବାନ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଗଣ- ଏମାନେ ସମସ୍ତେ ସେ ସୈନ୍ୟବାହିନୀରେ ଅଛନ୍ତି। ଏମାନେ ସମସ୍ତେ ବିଶିଷ୍ଟ ରଥରୋହି ଯୋଦ୍ଧା ବା ମହାରଥୀ ଅଟନ୍ତି।

(ଗୀତା ୧ମ ଅ-୬ଷ୍ଠ ଶ୍ଳୋକ)

Comments are closed.