ଗୀତା ମହାତ୍ମ୍ୟ: ଦ୍ରୁପଦ ଦ୍ରୌପଦେୟଶ୍ଚ ସର୍ବଶଃ ପୃଥିବୀ ପତେ। ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ ଦଧୁମ ପୃଥକ ପୃଥକ।।

ଦ୍ରୁପଦ ଦ୍ରୌପଦେୟଶ୍ଚ ସର୍ବଶଃ ପୃଥିବୀ ପତେ।

ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ ଦଧୁମ ପୃଥକ ପୃଥକ।।

 

ଅନୁବାଦ : ରାଜା ଦ୍ରୁପଦ, ଦ୍ରୌପଦୀଙ୍କ ପଞ୍ଚପୁତ୍ର ଏବଂ ଶୁଭଦ୍ରାଙ୍କ ପୁତ୍ର ମହାବାହୁଃ ଅଭିମନ୍ୟୁ, ହେ ରାଜନ ! ଏ ସମସ୍ତେ ସକଳ ଦିଗରୁ ପୃଥକ ପୃଥକ ଶଙ୍ଖ ବାଦନ କରିବାକୁ ଲାଗିଲେ।

( ଗୀତା ୧ମ ଅ। ୧୮ଶ ଶ୍ଳୋକ )

Comments are closed.