ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟୀଙ୍କୁ ଓଡିଶାରେ ନକ୍ସଲ ଅପରେସନର ନେତୃତ୍ୱ

ଭୁବନେଶ୍ୱର- ବିଏସଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟୀଙ୍କୁ ଓଡିଶାରେ ନକ୍ସଲ ଅପରେସନର ନେତୃତ୍ୱ ଦିଆଯାଇଛି । ରାଜ୍ୟର ମାଓ ପ୍ରବଣ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ସତୀଶ । ଓଡିଶା ସମେତ କେରଳର ତିରୁବନ୍ତପୁରମ ସେକ୍ଟର ଓ ବେଙ୍ଗଳୁରୁର ଏଫଟିଆର ହେଡ୍ କ୍ୱାର୍ଟର ମଧ୍ୟ ଆଇଜି ସତୀଶଙ୍କ କମାଣ୍ଡ୍‌ରେ ରହିଛି । ପୂର୍ବରୁ ଜାମ୍ମୁ ଓ କାଶ୍ମୀର ନିୟନ୍ତ୍ରଣ ରେଖାରେ ସେକ୍ଟର ମୁଖ୍ୟ ଥିଲେ ସତୀଶ । ପଞ୍ଜାବ, ଉତ୍ତର-ପୂର୍ବ ରାଜ୍ୟରେ ବି ସେ କାର୍ଯ୍ୟ କରିଛନ୍ତି ।

Comments are closed.