ରାଜ୍ୟରେ ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ କଲେଜ ଖୋଲିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୪୯ଟି ସରକାରୀ ଓ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ଉପରେ ବିଭାଗ ଗୁରୁତ୍ୱ ଦେଉଛି ବୋଲି ବିଧାନସଭାର ପ୍ରଶ୍ନକାଳ ସମୟରେ ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ।

Comments are closed.