ଗୀତା ମହାତ୍ମ୍ୟ: ଏତାନ୍ନ ହନ୍ତୁମିଛାମି ଘ୍ନତୋଅପି ମଧୁସୂଦନ। ଅପି ତ୍ରିଲୋକ୍ୟରାଜସ୍ୟ ହେତୋହ କିଂ ନୁ ମହିକ୍ରୁତେ।।

ଗୀତା ମହାତ୍ମ୍ୟ: ଏତାନ୍ନ ହନ୍ତୁମିଛାମି ଘ୍ନତୋଅପି ମଧୁସୂଦନ।

ଅପି ତ୍ରିଲୋକ୍ୟରାଜସ୍ୟ ହେତୋହ କିଂ ନୁ ମହିକ୍ରୁତେ।।

ଅର୍ଜୁନ କହିଲେ : ହେ ମଧୁସୂଦନ ! ଏମାନେ ମୋତେ ମାରିଦେଲେ ବି ମୁଁ ଏମାନଙ୍କୁ ମାରିବାକୁ ଚାହେଁ ନାହିଁ। ପୃଥିବୀ ଲାଭ କରିବା କଥା କିଏ ପଚାରେ, ତିନି ଲୋକର ରାଜ୍ୟ ଅଧିକାର ମିଳିବାର ଥିଲେ ମଧ୍ୟ, ମୁଁ ଏମାନଙ୍କୁ ମାରିବାକୁ ଚାହେଁ ନାହିଁ।।

( ଗୀତା ୧ମ ଅ। ୩୫ଶ ଶ୍ଳୋକ )

Comments are closed.