ଟୋକିଓ ପାରାମ୍ପିଲିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କା ପୁରସ୍କାର, ମିଳିବ ଗ୍ରୁପ୍‌-ଏ ଚାକିରି

ଭୁବନେଶ୍ୱର- ପୂର୍ବ ଘୋଷଣା ଅନୁସାରେ ରାଜ୍ୟ ସରକାର ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ମିଳିବ । ଏହାଛଡା ପ୍ରମୋଦଙ୍କୁ ଗ୍ରୁପ୍ –ଏ ପାହ୍ୟାର ସରକାରୀ ଚାକିରୀ ମିଳିବ । ଏ ନେଇ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ । ଭୁବନେଶ୍ୱର ଫେରିବା ପରେ ପ୍ରମୋଦ ଭାଗବତଙ୍କୁ ୬ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯିବ ।

Comments are closed.