ପୋଲିସ ଡିଜିଙ୍କ ଭଞ୍ଜନଗର ଗସ୍ତ, ଗଞ୍ଜାମ ଏସପିଙ୍କ ସହ ଆଲୋଚନା

ଭଞ୍ଜନଗର – ପୋଲିସ ଡିଜି ଅଭୟ ବିନା ପ୍ରାକ୍ ସୂଚନାରେ ଆଜି ଅଚାନକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗସ୍ତ କରିଥିଲେ । ସେ ବନ ବିଭାଗ ଡାକ ବଙ୍ଗଳାଠାରେ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ସହ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ଉମ ପୋଲିସ ସେବା ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି । ପରେ ପୋଲିସ ଡିଜି ତନରଡାଠାରେ ଥିବା ଅଷ୍ଟମ ଇଣ୍ଡିଆ ରିଜର୍ଭ ବାଟାଲିୟନ ଫୋର୍ସର ଶିବିର ପରିଦର୍ଶନ କରି ଯବାନମାନଙ୍କ ସହ ଆଲୋଚନା କରିଥିଲେ । କମାଣ୍ଡଡେଂଟ୍ ଓ ଅନ୍ୟ ଅଧିକାରୀମାନଙ୍କ ସହ ସାକ୍ଷାତ କରିବା ପରେ ଭଞ୍ଜନଗର ଥାନା ଆସି ସମସ୍ତ ଅଧିକାରୀଙ୍କ ସହ

Comments are closed.