ଗୀତା ମହାତ୍ମ୍ୟ: କଥଂ ନ ଜ୍ଞୟମସ୍ମାଭି ପାପାଦସ୍ମାନ ନିବର୍ତିତୁମ। କୁଳକ୍ଷୟ କୃତମ ଦୋଷମ ପ୍ରପଶ୍ୟଭିଜନାର୍ଦ୍ଦନ।।

ଗୀତା ମହାତ୍ମ୍ୟ: କଥଂ ନ ଜ୍ଞୟମସ୍ମାଭି ପାପାଦସ୍ମାନ ନିବର୍ତିତୁମ। କୁଳକ୍ଷୟ କୃତମ ଦୋଷମ ପ୍ରପଶ୍ୟଭିଜନାର୍ଦ୍ଦନ।।

ଅର୍ଜୁନ କହିଲେ : ହେ ମାଧବ ! ଯଦ୍ୟପି ଲୋଭ ବଶତଃ ଭ୍ରଷ୍ଟଚିତ୍ତ୍ୱ ହୋଇଯାଇଥିବା ଏହି ଲୋକେ କୂଳକ୍ଷୟ ଜନିତ ଦୋଷ ଓ ମିତ୍ରଦ୍ରୋହ ଜନିତ ପାପ ଜାଣିପାରୁ ନାହାନ୍ତି। ତଥାପି ହେ ଜନାର୍ଦ୍ଦନ ! କୁଳ ନାଶରୁ ଉତ୍ପନ୍ନ ଦୋଷକୁ ଜାଣିପାରୁଥିବା ଆମ୍ଭେମାନେ ଏପରି ପାପ କାର୍ଯ୍ୟରୁ ଦୁରେଇ ଯିବାକୁ ବିଚାର କାହିଁକି ନ କରିବୁ ?

( ଗୀତା ୧ମ ଅ। ୩୯ଶ ଶ୍ଳୋକ )

Comments are closed.