ଭୁବନେଶ୍ୱରର କୋଟିପତି ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର – ରାଜଧାନୀର କୋଟିପତି ଅଙ୍ଗନବାଡି ଦିଦି ଏବେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କରୋଡକଣ୍ଟାର ଅଙ୍ଗନବାଡି କର୍ମୀ କବିତା ମଥାନଙ୍କ ଘରେ ଭିଡିଲାନ୍ସ ଚଢାଉ ହୋଇଛି । ଭୁବନେଶ୍ୱରର ୬ ଓ କେନ୍ଦ୍ରାପଡା ଜିଲ୍ଲାରେ ଥିବା ତାଙ୍କ ବାପଘରେ ଏକକାଳୀନ ଚଢାଉ ଜାରି ରହିଛି । ଭୁବନେଶ୍ୱର ଝାରପଡା ଅଂଚଳରେ କବିତାଙ୍କପ ୪ଟି କୋଠାଘର ଠାବ ହୋଇଛି ।

Comments are closed.