ଏଥର ବି ଅନନ୍ତ ବ୍ରତରେ ଭକ୍ତଙ୍କ ପାଇଁ ଶ୍ରୀଅନନ୍ତ ବାସୁଦେବ ମନ୍ଦିର ମନା

ଭୁବନେଶ୍ୱର- ଆସନ୍ତାକାଲି ପବିତ୍ର ଅନନ୍ତ ବ୍ରତ ପାଳନ ହେବ । କିନ୍ତୁ କୋରୋନା କଟକଣା ପାଇଁ ଏ ବର୍ଷ ବି ଭକ୍ତମାନେ ଏକାମ୍ର କ୍ଷେତ୍ରର ଶ୍ରୀଅନନ୍ତ ବାସୁଦେବ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ବିଧି ଅନୁସାରେ ମନ୍ଦିରରେ ସମସ୍ତ ନୀତିକାନ୍ତି କରାଯିବ । ବରାଦ ଅନୁସାରେ ହିଁ ଅବଢା ବିକ୍ରି ହେବ । ଅନନ୍ତ ବ୍ରତରେ ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଥାଏ ।

Comments are closed.