ଡ୍ରେନେଜ ବ୍ୟବସ୍ଥା ନେଇ ବିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିଷ୍ପତ୍ତି ସଂପର୍କରେ କାଲି ସୂଚନା

ଭୁବନେଶ୍ୱର – ଡ୍ରେନେଜ ବ୍ୟବସ୍ଥା ନେଇ ଭୁବନେଶ୍ୱର ମହାନଗର ନିଗମ –ବିଏମସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିଛି । ବିଏମସି କମିଶନର ସଞ୍ଜୟ ସିଂହ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଡ୍ରେନେଜ ସମସ୍ୟା ନେଇ କଣ ସବୁ ଆଲୋଚନା ଓ ନିଷ୍ପତ୍ତି ହୋଇଛି , ସେ ନେଇ ଆସନ୍ତାକାଲି ସୂଚନା ଦେବେ ବିଏମସି କମିଶନର । ଆଜିର ବୈଠକରେ ବିଏମସିର ବରିଷ୍ଠ ଅଧିକାରୀ ଓ ସମସ୍ତ ଜୋନାଲ ଡେପୁଟି କମିଶନର ଉପସ୍ଥିତ ଥିଲେ ।

Comments are closed.