ଗୀତା ମହାତ୍ମ୍ୟ: କୁତସ୍ତ୍ବ କସ୍ମଲମିଦଂ ବିଷମେ ସମୁପସ୍ଥିତମ। ଅନାର୍ଯ୍ୟ ଯୁଷ୍ଟମସ୍ୱର୍ଗମ ମକୀର୍ତ୍ତିକରମର୍ଜୁନ।।

ଗୀତା ମହାତ୍ମ୍ୟ: କୁତସ୍ତ୍ବ କସ୍ମଲମିଦଂ ବିଷମେ ସମୁପସ୍ଥିତମ। ଅନାର୍ଯ୍ୟ ଯୁଷ୍ଟମସ୍ୱର୍ଗମ ମକୀର୍ତ୍ତିକରମର୍ଜୁନ।।

ଭଗବାନ କହିଲେ : ହେ ଅର୍ଜୁନ ! ତୁମକୁ ଏହି ଅସମୟରେ ଏହି ମୋହ କେଉଁଠୁ ଆସିଲା? କାରଣ ଏହା ଶ୍ରେଷ୍ଠ ପୁରୁଷ ମାନଙ୍କ ଦ୍ୱାରା ଆଚରିତ ନୁହେଁ, କିମ୍ବା ସ୍ୱର୍ଗ ପ୍ରଦାୟକ ଅଥବା କୀର୍ତ୍ତୀ ପ୍ରଦାୟକ ମଧ୍ୟ ନୁହେଁ।

( ଗୀତା ୨ୟ ଅ। ୨ୟ ଶ୍ଳୋକ )

Comments are closed.