ପିପିଲି ଭୋଟ୍ ଗଣତି : ଚତୁର୍ଥ ରାଉଣ୍ଡ ପରେ ରୁଦ୍ରପ୍ରତାପ ୫ ହଜାର ୧୪୦ ଭୋଟ୍‌ରେ ଆଗୁଆ

ପିପିଲି – ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୫ ହଜାର ୧୪୦ ଭୋଟରେ ଆଗୁଆ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୬ ହଜାର ୯୬୮ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଛି ୧୧ ହଜାର ୮୨୮ ଭୋଟ୍ । କଂଗ୍ରେସକୁ ମିଳିଛି ୧୧୮୦ ଭୋଟ୍ ।

Comments are closed.