ଗୀତା ମହାତ୍ମ୍ୟ: ଅଥଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ। ତଥାପି ତ୍ଵଂ ମହାବାହୋ ନୈଵଂ ଶୋଚି ତୁ ମର୍ହସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ଙ୍କୁ ରଣାଙ୍ଗନରେ ଆତ୍ମା ର ପ୍ରକୃତ ପରିଚୟ ବିଷୟ ରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅଥଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ। ତଥାପି ତ୍ଵଂ ମହାବାହୋ ନୈଵଂ ଶୋଚି ତୁ ମର୍ହସି।।

ହେ ଅର୍ଜୁନ ! ପକ୍ଷାନ୍ତରେ, ଯଦି ତୁମେ ଏହି ଆତ୍ମାକୁ ନିତ୍ୟ ଜନ୍ମ ହେଉଛି ଏବଂ ନିତ୍ୟ ମରୁଛି ବୋଲି ସ୍ୱୀକାର କରୁଥାଅ, ତଥାପି ହେ ମହାବାହୁ! ତୁମେ ଏପରି ଶୋକ କରିବା ଉଚିତନୁହେଁ ……

(ଗୀତା ୨ୟ ଅ। ୨୬ଶ ର୍ଶ୍ଳୋକ )

Comments are closed.