ଗୀତା ମାହାତ୍ମ୍ୟ: ଅବ୍ୟକ୍ତାଦିନି ଭୁତାନି ବ୍ୟକ୍ତମଧ୍ୟାନି ଭାରତ। ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ପ୍ରକଟ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଅବ୍ୟକ୍ତାଦିନି ଭୁତାନି ବ୍ୟକ୍ତମଧ୍ୟାନି ଭାରତ।
ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା।।

ହେ ଅର୍ଜୁନ ! ପ୍ରତ୍ୟେକ ପ୍ରାଣୀ ଜନ୍ମ ପୂର୍ବରୁ ଅପ୍ରକଟ ଥାନ୍ତି ଏବଂ ଜନ୍ମ ନେବା ପରେ ସିଏ ପ୍ରକଟ ହୋଇଥାନ୍ତି। ସେମାନେ କେବଳ ମଧ୍ୟବର୍ତ୍ତୀ ସମୟ ତକ ପ୍ରକଟ ହୁଅନ୍ତି। ଏପରି ସ୍ଥିତିରେ ଶୋକ କଣ କରିବା ଉଚିତ ?

(ଗୀତା ୨ୟ ଅ। ୨୮ଶ ର୍ଶ୍ଳୋକ )

Comments are closed.