ରାଜ୍ୟରେ ୧ କୋଟିରୁ ଅଧିକ ଲୋକଙ୍କୁ ଦୁଇ ଡୋଜ୍ ଟିକା, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡିଶାରେ ୧ କୋଟିରୁ ଅଧିକ ଲୋକଙ୍କୁ ସଫଳତାପୂର୍ବକ ଦୁଇ ଡୋଜ୍ ଟିକା ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଇଛନ୍ତି । ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ଟିକାକରଣ ପ୍ରକ୍ରିୟାକୁ ସେମାନେ ତ୍ୱରାନ୍ୱିତ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.