ବିଜେପି କର୍ମୀ ହିଁ ମୋହନ ମାଝିଙ୍କ କାର୍ ଉପରେ ଆକ୍ରମଣ କରିଛନ୍ତି : ବିଜେଡି

ଭୁବନେଶ୍ୱର- ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଗାଡି ଉପରକୁ ଆକ୍ରମଣ ମାମଲାରେ ବିଜେଡିର ପାଲଟା ଅଭିଯୋଗ । ପ୍ରେସମିଟରେ ବିଜେଡି ମୁଖପାତ୍ର ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ, ମୋହନଙ୍କ ଗାଡି ଉପରକୁ ବିଜେପି କର୍ମୀ ହିଁ ବୋମାମାଡ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କାମ ଦେଇ ନ ପାରିବାରୁ ମୋହନ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ସୁଲତା କହିଛନ୍ତି ।

Comments are closed.