କାଠଯୋଡି ପୋଲ ଉପରୁ ଡେଇଁ ଜୀବନ ହାରିଲେ ଯୁବକ

କଟକ- କାଠଯୋଡି ପୋଲ ଉପରୁ ନଦୀକୁ ଡେଇଁ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ଭୁବନେଶ୍ୱର ଖାରବେଳନଗରର ହୋଇଥିବା ସୂଚନା ମିଳିଛି । ଗତକାଲି ସପନ ବେହେରା ନାମକ ଯୁବକଙ୍କ ପରିବାର ସେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଆଜି ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ମିଳିିଛି । ପୋଲ ଉପରେ ସ୍କୁଟି ରଖି ଯୁକ ଜଣକ ନଦୀକୁ ଡେଇଁ ପଡିଥିଲେ ।

Comments are closed.