ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍‌

ସମ୍ବଲପୁର – ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ ହୋଇଛି । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ୍ ହ୍ୟାକ କରାଯାଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ହ୍ୟାକରମାନେ ୱେବସାଇଟ ହ୍ୟାକ କରିଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ‘ହ୍ୟାକ୍‌ଡ ବାଏ ଡେଭିଲ କିଲର’ ସହ ଅଲ୍ ପାକିସ୍ତାନୀ ଲେଖା ଆସୁଛି ।

Comments are closed.