ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗିର ଭାବାଙ୍କ ଜୟନ୍ତୀର ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- କିମ୍ବଦନ୍ତୀ ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗୀର ଭାବାଙ୍କ ଆଜି ହେଉଛି ଜନ୍ମ ବାର୍ଷିକୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ ବୈଜ୍ଞାନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭାରତ ଆଣବିକ କାର୍ଯ୍ୟକ୍ରମରେ ଡକ୍ଟର ଭାବାଙ୍କ ଉଲ୍ଲେଖନୀୟ ଅବଦାନକୁ ସର୍ବଦା ସମ୍ମାନ ଓ କୃତଜ୍ଞତାର ସହ ମନେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.