ଗୀତା ମାହାତ୍ମ୍ୟ: ଯାମିମାଂ ପୁଷ୍ପିତାଂ ବାଚମ ପ୍ରବଦ୍ୟନ୍ତବିପଚିତଃ। ବେଦବାଦରତାଃ ପାର୍ଥ ନାନ୍ୟ ଦସ୍ତିତି ବାଦୀନଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଯାମିମାଂ ପୁଷ୍ପିତାଂ ବାଚମ ପ୍ରବଦ୍ୟନ୍ତବିପଚିତଃ।
ବେଦବାଦରତାଃ ପାର୍ଥ ନାନ୍ୟ ଦସ୍ତିତି ବାଦୀନଃ।।

ହେ ଅର୍ଜୁନ ! ଯେଉଁମାନେ ଭୋଗରେ ବୁଡିରହି କର୍ମଫଳର ପ୍ରଶଂସା କରୁଥିବା ବେଦବାକ୍ୟରେ ପ୍ରୀତି ରଖନ୍ତି,ସ୍ୱର୍ଗ ସୁଖ ହିଁ ପରମ ସୁଖ ମନେ କରନ୍ତି ସେମାନଙ୍କ ପରମାତ୍ମାଙ୍କ ଠାରେ ନିସ୍ଚୟତ୍ମିକା ବୁଦ୍ଧି ହୁଏନାହିଁ।

(ଗୀତା ୨ୟ ଅ। ୪୨ଶ ର୍ଶ୍ଳୋକ )

Comments are closed.