ଶ୍ରୀମନ୍ଦିର ସିଂହଦ୍ୱାର ଓ ଚାରିପାଖରେ ୧୪୪ ଧାରା

ପୁରୀ –ଦୀପାବଳୀ ପାଇଁ ଆସନ୍ତାକାଲି ଭୋର୍ ୪ଟାରୁ ଶ୍ରୀମନ୍ଦିର ସିଂହଦ୍ୱାର ଓ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । କାଲି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ ୧୪୪ ଧାରା । କୋଭିଡ ନିୟମ ଉଲ୍ଲଂଘନ ଓ ପ୍ରଦୂଷଣ ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ସିଂହଦ୍ୱାର ଆଗରେ କାଉଁରିଆ କାଠି ଜାଳିବା ବାରଣ କରାଯାଇଛି । ଦୀପାବଳୀରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନବନ୍ଦ ରହିବ ।

Comments are closed.