ଗୀତା ମାହାତ୍ମ୍ୟ: ଯୋଗସ୍ଥ କୁରୁ କର୍ମାଣି ସଙ୍ଗମ ତ୍ୟକ୍ତ୍ୟା ଧନଞ୍ଜୟ। ସିଦ୍ଧସିଦ୍ଧୟ ସମୋଭୁତ୍ଵ ସମତ୍ୱମ ଯୋଗଉଚ୍ୟତେ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଯୋଗସ୍ଥ କୁରୁ କର୍ମାଣି ସଙ୍ଗମ ତ୍ୟକ୍ତ୍ୟା ଧନଞ୍ଜୟ। ସିଦ୍ଧସିଦ୍ଧୟ ସମୋଭୁତ୍ଵ ସମତ୍ୱମ ଯୋଗଉଚ୍ୟତେ।

ହେ ଅର୍ଜୁନ ! ତୁମେ ଆସକ୍ତି ତ୍ୟାଗକରି ତଥା ସିଦ୍ଧି ଅସିଦ୍ଧିରେ ସମବୁଦ୍ଧି ରଖି ଯୋଗସ୍ଥ ହୋଇ କର୍ତ୍ତବ୍ୟ କର୍ମ କର। ସମତ୍ୱ କୁ ହିଁ ବାସ୍ତବରେ ଯୋଗ କୁହାଯାଏ।

(ଗୀତା ୨ୟ ଅ। ୪୮ଶ ର୍ଶ୍ଳୋକ )

Comments are closed.