ଗୀତା ମାହାତ୍ମ୍ୟ: ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କରୁତେ ତସ୍ମାଦଯୋଗାୟ ଜୁଯ୍ୟସ୍ଵଯୋଗ କର୍ମସୁକୌଶଳମ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କରୁତେ ତସ୍ମାଦଯୋଗାୟ ଜୁଯ୍ୟସ୍ଵଯୋଗ କର୍ମସୁକୌଶଳମ

ହେ ଅର୍ଜୁନ ! ସମବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଏବଂ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି।ଅର୍ଥାତ ସେଥିରୁ ମୁକ୍ତ ହୋଇଯାନ୍ତି। ତେଣୁ ତୁମେ ସମତ୍ୱ ରୂପକ ଯୋଗରେ ଲାଗିଯାଅ। ଏହି ସମତ୍ୱ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ କର୍ମ ବନ୍ଧନରୁ ମୁକ୍ତି ପାଇବାର ଉପାୟ।

(ଗୀତା ୨ୟ ଅ। ୫୦ଶ ର୍ଶ୍ଳୋକ )

Comments are closed.