ବିଜେଡି ତରଫରୁ ଧରତୀ ଆବାଙ୍କୁ ଶ୍ରଦ୍ଧାଞ୍ଜଳି

ବୀର ବିର୍ସା ମୁଣ୍ଡା ଙ୍କ 146 ତମ ଜନ୍ମ ଜୟନ୍ତୀ

ସମ୍ବଲପୁର: ଆଜି ବିଜେଡ଼ି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଧରତୀ ଆବା ବୀର ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟିକା ତଥା ବିଜେଡି ସାଧାରଣ ସଂପାଦିକା ଡ଼ା ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଆର୍ତତ୍ରାଣ ମିଶ୍ର ସଭାପତି, ଜିଲ୍ଲା ମହିଳା ସଭାନେତ୍ରୀ ବନ୍ଦିତାରାଣୀ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ତଥା ବାର୍ ସଭାପତି ଡ଼ ପ୍ରମୋଦ ରଥ, ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ, ହୀରାଲାଲ ବେହେରା -ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଓ ବିଜୁ ଯୁବ ଜନତା ରାଜ୍ୟ ସାଧାରଣ ସମ୍ପାଦକ, ପ୍ରଫୁଲ୍ଲ କୁମାର ଦାଶ -ବିଜେଡ଼ି ସମ୍ବଲପୁର ମହାନଗର ସଭାପତି, ରବି ପୂଜାରୀ -ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଓ ଜିଲ୍ଲା ଓକିଲ ସଂଘ ସମ୍ପାଦକ, କବିତା ପୁରୋହିତ -ବିଜୁ ମହିଳା ରାଜ୍ୟ ଉପ ସଭାପତି ଓ ଜିଲ୍ଲା ମୋ ପରିବାର ଜୀବନବିନ୍ଦୁ ସଂଯୋଜିକା, ଆର ଏ ଶିବ କୁମାର -ବିଜେଡ଼ି ଜିଲ୍ଲା ସମ୍ପାଦକ, ଜ୍ୟୋତ୍ସ୍ନା ପ୍ରଧାନ-ବିଜୁ ଛାତ୍ର ଜିଲ୍ଲା ଆ.ଟି ସଂଯୋଜିକା,ସୀତା ସାହୁ, କିଶୋର ମୁଣ୍ଡା, ଲଷ୍ମୀ ତାଣ୍ଡିଆ, ସହଦେଵ ମୁଣ୍ଡା, ଯୁଗନୁଷ ମୁଣ୍ଡା, ବବି ସିଂହ, ରବିନ୍ଦର ସିଂହ, ଜନ୍ମେଜୟ ନନ୍ଦ ହରିପାଳ, ନଳିନୀ ମୁଣ୍ଡା, ସବିନୟ ପୂଜାରୀ, ସଂଜୀବ ପଟ୍ଟନାୟକ,ଜୁପନା ପ୍ରଦୋଷ ମହାନ୍ତି,ସନ୍ତୋଷ ଖଡିଆ, ଡମ୍ବରୁ ଖଡିଆ, ଗୋପି ଖଡିଆ,ମମତା ପଣ୍ଡା,ପାର୍ବତୀ ସେଠ,ରାନୀ ବେଗମ,ବୃନ୍ଦା କଟା, ଡ଼ଲି ସାହୁ, ବିଜୟଲକ୍ଷ୍ମୀ ମୁଣ୍ଡା, ସସ୍ମିତା ବେହେରା,ବିକାଶ ନନ୍ଦ,ରଶ୍ମିତା ବାଗ, ତପସ୍ୱିନୀ ହାରା,ସୁରଜ ବିଶ୍ୱକର୍ମା, ମୁନୁ ସିକନ୍ଦର ଆଦି ଅଇଁଠା ପାଲି ସ୍ଥିତ ବୀର ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜା ଅର୍ଚନା କରିଥିଲେ l? *

Comments are closed.