ଗୀତା ମାହାତ୍ମ୍ୟ: ଧ୍ୟାୟତୋ ବିଷୟାନ ପୁଂସ ସଙ୍ଗସ୍ତେଷୁପଜାୟତେ। ସଙ୍ଗାତ ସଞ୍ଜାୟତେକାମଃ କାମାତକ୍ରୋଧ ଅଭି ଜାୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଧ୍ୟାୟତୋ ବିଷୟାନ ପୁଂସ ସଙ୍ଗସ୍ତେଷୁପଜାୟତେ।
ସଙ୍ଗାତ ସଞ୍ଜାୟତେକାମଃ କାମାତକ୍ରୋଧ ଅଭି ଜାୟତେ।।

ହେ ଅର୍ଜୁନ ! ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟ ମାନଙ୍କରେ ଆସକ୍ତି ହୋଇଯାଏ; ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ। ଏବଂ ସେହି କାମନାରେ ବାଧା ଉପୁଜିଲେ କ୍ରୋଧ ଜାତ ହୋଇଯାଏ।

(ଗୀତା ୨ୟ ଅ। ୬୨ଶ ର୍ଶ୍ଳୋକ )

Comments are closed.