ଗୀତା ମାହାତ୍ମ୍ୟ: ଆପୁର୍ଯ୍ୟମାଣମଚଳପ୍ରତିଷ୍ଠମ ସମୁଦ୍ରମାପହଃ ପ୍ରବିଶନ୍ତି ଯଦବତ। ତଦବତ କାମା ଯମ ପ୍ରବିଶନ୍ତି ସର୍ବେ ସ ଶାନ୍ତିମାପ୍ନୋତି ନ କାମକାମୀ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଆପୁର୍ଯ୍ୟମାଣମଚଳପ୍ରତିଷ୍ଠମ
ସମୁଦ୍ରମାପହଃ ପ୍ରବିଶନ୍ତି ଯଦବତ।
ତଦବତ କାମା ଯମ ପ୍ରବିଶନ୍ତି ସର୍ବେ
ସ ଶାନ୍ତିମାପ୍ନୋତି ନ କାମକାମୀ।।

ହେ ଅର୍ଜୁନ ! ବିଭିନ୍ନ ନଦୀର ଜଳ ଯେପରି ସକଳ ଦିଗରୁ ପରିପୂର୍ଣ୍ଣ ଅଚଳ-ପ୍ରତିଷ୍ଠାଯୁକ୍ତ ସମୁଦ୍ର କୁ ବିଚଳିତ ନ କରି ତା’ଭିତରେ ପ୍ରବେଶ କରେ, ସକଳ ଭୋଗ ସେହିପରି ଯେଉଁ ସ୍ଥିତପ୍ରଜ୍ଞ ପୁରୁଷଙ୍କ ଠାରେ କୌଣସି ପ୍ରକାର ବିକାର ଉତ୍ପନ୍ନ ନ କରି ପ୍ରବେଶ କରନ୍ତି, ସେହି ପୁରୁଷ ପରମ ଶାନ୍ତି ପ୍ରାପ୍ତ ହୁଅନ୍ତି। ଭୋଗ ଚାହୁଁଥିବା ଲୋକ ତାହା ପାଏ ନାହିଁ।

(ଗୀତା ୨ୟ ଅ। ୭୦ଶ ର୍ଶ୍ଳୋକ )

Comments are closed.