ରାତି ୧୦ ପରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ କହିଲା କମିଶନରେଟ ପୋଲିସ, ଜାରି କଲା ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର- ରାତି ୧୦ଟା ପରେ ଡିଜେ ବାଜିବା ନେଇ କଟକଣା କଡାକଡି କରିଛି କମିଶନରେଟ ପୋଲିସ । ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ପୋଲିସକୁ ଜଣାଇବାକୁ ପରାମର୍ଶ ଦେଇଛି ପୋଲିସ । ଏଥିପାଇଁ ହେଲପ ଲାଇନ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ନମ୍ବର ହେଲା-୦୬୭୪-୨୫୪୦୨୯୪ । ବରିଷ୍ଠ ନାଗରିକ, ପ୍ରସୂତି ଓ ଛୋଟ ପିଲାଙ୍କ ସୁବିଧା ଦୃଷ୍ଟିରୁ ଏହି ନିୟମ କଡାକଡି କରିଛି କମିଶନରେଟ ପୋଲିସ ।

Comments are closed.