ବିଜେଡି ବିଧାୟକ ରୋହିତ ପୂଜାରୀ ପୁଣି କୋଭିଡ ପଜିିଟିଭ

ଭୁବନେଶ୍ୱର – ବିଜେଡି ବିଧାୟକ ରୋହିତ ପୂଜାରୀ କୋଭିଡ ପଜିଟିଭ ହୋଇଛନ୍ତି । ୬ ମାସ ପୂର୍ବେ ରୋହିତ ପୂଜାରୀ କୋଭିଡ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ଡବଲ୍ ଡୋଜ୍ କୋଭିଡ ଟିକା ନେଇଥିଲେ । ଟିକା ନେବା ସତ୍ତ୍ୱେ ସେ ପୁଣି ପଜିିଟିଭ ଚିହ୍ନଟ ହୋଇଥିଲା ବିଧାୟକ ପୂଜାରୀ ଜଣାଇଛନ୍ତି ।

Comments are closed.