ଗୀତା ମାହାତ୍ମ୍ୟ: ଆବୃତଂ ଜ୍ଞାନମେତେନ ଜ୍ଞାନୀନୋ ନିତ୍ୟବୈରିଣା। କାମରୁପେଣ କୌନ୍ତେୟ ଦୁଷ୍ପୁରଣନଲେନ ଚ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଆବୃତଂ ଜ୍ଞାନମେତେନ ଜ୍ଞାନୀନୋ ନିତ୍ୟବୈରିଣା।
କାମରୁପେଣ କୌନ୍ତେୟ ଦୁଷ୍ପୁରଣନଲେନ ଚ।।

ହେ ଅର୍ଜ୍ଜୁନ ! ଅଗ୍ନି ପରି କେବେ ତୃପ୍ତ ହେଉ ନଥିବା ଏହି କାମରୁପକ ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇ ରହିଛି।

( ଗୀତା ୩ୟ ଅ। ୩୯ଶ ଶ୍ଲୋକ )

Comments are closed.