ଆଜି ଓଡିଶା ଆସିବ ଓମିସିୟୋର କିଟ୍

ଭୁବନେଶ୍ୱର- ଆଜି ଓଡିଶାରେ ପହଞ୍ଚିବ ଓମିସିୟୋର କିଟ୍ । ରାଜ୍ୟ ସରକାର ୫ ଲକ୍ଷ ଓମିସିୟୋର କିଟ୍ ପାଇଁ ବରାଦ ଦେଇଥିବା ବେଳେ କିଛି ଆଜି ପହଂଚିବ । ପ୍ରଥମ ରାଜ୍ୟ ଭାବେ ଓଡିଶା ୫ ଲକ୍ଷ ଓମିସିୟୋର କିଟ୍ ଅର୍ଡର କରିଥିଲା । ଟାଟା ଏମଡିକୁ ଏହି କିଟ୍ ପାଇଁ ରାଜ୍ୟ ଔଷଧ ନିଗମ ବରାଦ ଦେଇଥିଲା ।

ଏହି କିଟ୍ ଦ୍ୱାରା ବିନା ଜିନୋମ ସିକ୍ୱେନ୍ସିଂରେ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ କି ନାହିଁ , ତାହା ସହଜରେ ଜାଣିହେବ । ଜିନୋମ ସିକ୍ୱେନସିଂ କରୁଥିବା ଆଇଏଲଏସ ଉପରେ ବି ଚାପ କମିଯିବ ।

Comments are closed.