ଜାତୀୟ ଭୋଟର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଜାତୀୟ ଭୋଟର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତି, ଧର୍ମ, ବର୍ଣ୍ଣ ଓ ସାମାଜିକ ସ୍ଥିତି ନିର୍ବିଶେଷରେ ଆମ ସମ୍ବିଧାନ ସମସ୍ତଙ୍କୁ ଭୋଟ୍ ଦେବା ଅଧିକାର ପ୍ରଦାନ କରିଛି । ସବୁ ନାଗରିକ ଦାୟିତ୍ୱପୂର୍ଣ୍ଣ ଭାବେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ସହ ରାଜ୍ୟ ଓ ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.