ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରେ ୭୭ ଦଶମିକ ୨ ପ୍ରତିଶତ ମତଦାନ

ଭୁବନେଶ୍ୱର -ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ୭୭.୨% ମତଦାନ ହୋଇଛି । ବୌଦ୍ଧରେ ସର୍ବାଧିକ ୮୪.୭% ମତଦାନ, ଦେବଗଡ଼ରେ ୮୩.୭୫%, ଅନୁଗୁଳ ୮୨.୬%, ଝାରସୁଗୁଡ଼ା ୮୨.୧%, କଳାହାଣ୍ଡି ୮୧.୧୨%

କୋରାପୁଟ ୮୦.୨%, ନବରଙ୍ଗପୁର ୮୦.୫୪%, ସୁବର୍ଣ୍ଣପୁର ୮୧.୫୬%, ଗଜପତି ୭୯.୫୭%, ବରଗଡ଼ରେ ୭୯.୩୭% ମତଦାନ ହୋଇଛି । ଗଞ୍ଜାମରେ ସର୍ବନିମ୍ନ ୬୪.୯୬%ମତଦାନ ହୋଇଛି ।

କେନ୍ଦୁଝରରେ ୭୮.୪୩%,ମୟୂରଭଞ୍ଜ ୭୮.୪୨%, ଢେଙ୍କାନାଳ ୭୮.୯୪%, ଜଗତସିଂହପୁର ୭୭.୫୭%, ବାଲେଶ୍ବର ୭୬.୫୮%, ସମ୍ବଲପୁର ୭୭.୨୫%, ରାୟଗଡ଼ା ୭୬.୯୫%, ପୁରୀ ୭୬.୩୨%,  ନୂଆପଡ଼ା ୭୫.୫୭%,ମାଲକାନଗିରି ୭୭.୮୬%, କନ୍ଧମାଳ ୭୬.୩୩%, ଭଦ୍ରକ ୭୬.୫%,କଟକ ୭୬.୮୭%, ନୟାଗଡ଼ ୭୩.୬୩% ମତଦାନ ହୋଇଛି ।

Comments are closed.