ଭିଜିଲାନ୍ସ ଜାଲରେ ଓଏମଭିଡି ଏଏସଆଇ

ଝାରସୁଗୁଡ଼ା- ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ କର୍ମଚାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ OMVD ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଝାରସୁଗୁଡ଼ା, କଟକ, ପୁରୀ, ଗଞ୍ଜାମ ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଚଢାଉ ବେଳେ ASIଙ୍କ ଘରୁ ମିଳିଲାଣି ଏ ଯାଏ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ମିଳିଥିବା ସୂଚନା ରହିଛି ।

Comments are closed.