ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ଉଦ୍ୟମ ଜାରି, ୪ ପଡୋଶୀ ଦେଶର ଦୂତାବାସଙ୍କ ନମ୍ବର ଜାରି

ନୂଆଦିଲ୍ଲୀ- ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ୟୁକ୍ରେନର ୪ ପଡ଼ୋଶୀ ଦେଶ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକ୍‌ ରିପ୍ଲବିକ୍ ଓ ରୋମାନିଆ ଦେଇ ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ। ଭାରତ ପକ୍ଷରୁ ଜାରି ହେଲା ୪ ପଡ଼ୋଶୀ ଦେଶର ଦୂତାବାସ ଅଧିକାରୀଙ୍କ ନମ୍ବର ଜାରି ।

୪ ଅଧିକାରୀଙ୍କ ଫୋନ୍‌ ନମ୍ବର ଜାରି: 

ହଙ୍ଗେରୀ: ଏସ୍‌. ରାମଜୀ (+୩୬୩୦୫୧୯୯୯୪୪, ହ୍ବାଟସ ଆପ୍ ନଂ +୯୧୭୩୯୫୯୮୩୯୯୦) ହଙ୍ଗେରୀ: ଅଙ୍କୁରଙ୍କ(+୩୬୩୦ ୮୬୪୪୫୯୭) ହଙ୍ଗେରୀ: ମୋହିତ ନାଗପାଲ (+୩୬୩୦ ୨୨୮୬୫୬୬, ହ୍ବାଟସଆପ୍ ନଂ ୯୧୮୯୫୦୪୯୩୦୫୯), ସ୍ଲୋଭାକିଆ ରିପବ୍ଲିକ: ମନୋଜ କୁମାର (+୪୨୧୯୦୮୦୨୫୨୧୨)
ସ୍ଲୋଭାକିଆ ରିପବ୍ଲିକ: ଇଭାନ କୋଜିଙ୍କା(୪୨୧୯୦୮୪୫୮୭୨୪)
ପୋଲାଣ୍ଡ: ପଙ୍କଜ ଗର୍ଗ (+୪୮୬୬୦୪୬୦୮୧୪/+୪୮୬୦୬୭୦୦୧୦୫) ରୋମାନିଆ: ଗୌସୁଲ ଅନସାରୀ (+୪୦୭୩୧୩୪୭୭୨୮), ଉଦେଶ୍ୟ ପ୍ରିୟଦର୍ଶୀ(+୪୦୭୨୪୩୮୨୨୮୭) ରୋମାନିଆ: ଆନ୍ଦ୍ର ହାରିଓନୋଭ(+୪୦୭୬୩୫୨୮୪୫୪) ମରିୟସ ସୀମା (+୪୦୭୨୨୨୨୦୮୨୩)

Comments are closed.