ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ , ରେଡ୍ ବେଳେ ମିଳିଲା ୩ଟି ଦାମୀ ସ୍ପୋର୍ଟସ ବାଇକ

ଭୁବନେଶ୍ୱର – ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ ବେଳେ ଅନ୍ୟାନ୍ୟ ସଂପତ୍ତି ସହ ୩ଟି ଦାମୀ ସ୍ପୋର୍ଟସ ବାଇକ ଜବତ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟଙ୍କ ଘର ସମେତ ୬ଟି ସ୍ଥାନରେ ଆଜି ଚଢ଼ାଉ କରିଛି । ଢେଙ୍କାନାଳ, ଅନୁଗୁଳ ଓ ଭୁବନେଶ୍ବରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି ।

Comments are closed.