ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ, ମୋଟ ୨ କୋଟି ୩ ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର-ଭିଜିଲାନ୍ସ ଜାଲରେ ଫସିଥିବା ଭଞ୍ଜନଗରର ଆସିଷ୍ଟାଣ୍ଡ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଦୀର୍ଘ ୪୮ ଘଣ୍ଟାର ମାରାଥନ ରେଡ଼ ଶେଷ ଆଜି ଭୋରରେ ଶେଷ ହୋଇଛି ।

କାର୍ତ୍ତିକେଶ୍ବରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ୱର କଳିଂଗ ନଗର ଅପାର୍ଟମେଣ୍ଟରୁ କେବଳ ମିଳିଛି ନଗଦ 2 କୋଟି 50 ହଜାର ଟଙ୍କା । ରେଡ଼ ବେଳେ ମୋଟ ଠାବ ହେଲା 2 କୋଟି 3 ଲକ୍ଷ ଟଙ୍କା ।

Comments are closed.