ଓଡ଼ିଶା ଉପରେ ବାତ୍ୟା ପ୍ରଭାବହୀନ

ଭୁବନେଶ୍ୱର -ବାତ୍ୟାର ଆଉ କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ତଥାପି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା ହୋଇଛି ।ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ; ସମସ୍ତ ବନ୍ଦରଗୁଡ଼ିକରୁ ବିପଦ ସଂକେତ ପ୍ରତ୍ୟାହାର କରାଯାଇଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Comments are closed.