ଗୀତା ମାହାତ୍ମ୍ୟ: ଅନାଶ୍ରିତଃ କର୍ମଫଲଂ କାର୍ଯ୍ୟଂକର୍ମ କରୋତି ଯାଃ। ସ ସନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନି ଚାକ୍ରିୟ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଅନାଶ୍ରିତଃ କର୍ମଫଲଂ କାର୍ଯ୍ୟଂକର୍ମ କରୋତି ଯାଃ।
ସ ସନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନି ଚାକ୍ରିୟ।।

ହେ ଅର୍ଜ୍ଜୁନ ! ଯେଉଁ ପୁରୁଷ କର୍ମଫଳକୁ ଆଶ୍ରୟ ନକରି କର୍ତ୍ତବ୍ୟ କର୍ମ କରନ୍ତି, ସେ ସନ୍ୟାସୀ ତଥା ଯୋଗୀ ଅଟନ୍ତି। କେବଳ ଅଗ୍ନି ତ୍ୟାଗ କରିଥିବା ମନୁଷ୍ୟ ସନ୍ୟାସୀ ନୁହେଁ, କି କେବଳ କ୍ରିୟା ତ୍ୟାଗ କରିଥିବା ମନୁଷ୍ୟ ଯୋଗୀ ନୁହେଁ।
( ଗୀତା ୬ଷ୍ଠ ଅ )

Comments are closed.