ପୋଲସରା କଳମ୍ବରେ ହତ୍ୟାକାଣ୍ଡ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ପୋଲସରା କଳମ୍ବ ହାଇସ୍କୁଲ୍ ଛକରେ ହତ୍ୟାକାଣ୍ଡ । ବିକାଶ ସାହୁ ଓରଫ କାଉ ନାମକ ବ୍ୟକ୍ତିଙ୍କୁ ହାଣି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୁଖ୍ୟ ରାସ୍ତା ଉପରେ ପଡିଥିଲା ମୃତଦେହ ।

ଘଟଣାସ୍ଥଳରେ ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ମଧ୍ୟରାତ୍ରୀରେ ହୋଇଛି ହତ୍ୟାକାଣ୍ଡ ।

Comments are closed.