ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତେହି ଆଶ୍ରମହିଂ ମଦନ ଜବ ଗୟଊ ।
ନିଜ ମାୟାଁ ବସଂତ ନିରମୟଊ ॥
କୁସୁମିତ ବିବିଧ ବିଟପ ବହୁରଂଗା ।
କୁଜହିଂ କୋକିଳ ଗୁଜହିଂ ଭୃଂଗା ॥

ଭାବାର୍ଥ:- ଯେତେବେଳେ କାମଦେବ ଯାଇ ନାରଦ ମୁନୀ ତପସ୍ୟା କରୁଥିବା ଆଶ୍ରମ ଭିତରକୁ ଗଲେ, ଆଉ ନିଜ ମାୟାରେ ବସନ୍ତ ଋତୁ ସୃଷ୍ଟି କଲେ । ଭିନ୍ନ ଭିନ୍ନ ବୃକ୍ଷ ଗୁଡିକରେ ରଙ୍ଗ ବିରଙ୍ଗର ଫୁଲ ଫୁଟିଲା, ଡାଳରୁ କୋଇଲି ଶୁଆ ଶାରୀ ପକ୍ଷୀଙ୍କ କାକଳୀ ଶୁଭିଲା, ଆଉ ଚତୁର୍ଦ୍ଦିଗରେ ଭଅଁର ମାନଙ୍କ ଗୁଞ୍ଜନ କରିବାକୁ ଲାଗିଲେ ।

Comments are closed.