ନୂଆପଡ଼ାରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ତିନି ଯବାନ ସହିଦ

ନୂଆପଡା: ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି । ଏହି ଗୁଳି ବିନିମୟରେ ୩ ଜଣ ଯବାନ ସହିଦ୍ ହୋଇଥିବା ନେଇ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି । ପୂର୍ବରୁ ପାଟଦର୍ହା ଜଙ୍ଗଲ ଭିତରେ ହେଉଥିବା CRPF କ୍ୟାମ୍ପକୁ ବିରୋଧ କରୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଏପରି କାଣ୍ଡ ମାଓବାଦୀମାନେ ଘଟାଇଛଥିବା ଜଣା ପଡ଼ିଛି।

Comments are closed.