ଗୀତା ମାହାତ୍ନ୍ୟ: ଯଦା ବିନିୟତଂ ଚିତ୍ତ୍ୱ ମାତ୍ମ ନ୍ୟେ ବା ବତିଷ୍ଠତେ। ନିସ୍ପୃହ ସର୍ଵ କାମେଭ୍ୟ ଯୁକ୍ତ ଇତ୍ୟୁଚ୍ୟତେ ତଦା।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯଦା ବିନିୟତଂ ଚିତ୍ତ୍ୱ ମାତ୍ମ ନ୍ୟେ ବା ବତିଷ୍ଠତେ।
ନିସ୍ପୃହ ସର୍ଵ କାମେଭ୍ୟ ଯୁକ୍ତ ଇତ୍ୟୁଚ୍ୟତେ ତଦା।।

ହେ ଅର୍ଜ୍ଜୁନ ! ଅତ୍ୟନ୍ତ ବଶୀଭୂତ ହୋଇଥିବା ଚିତ୍ତ୍ୱ ଯେତେବେଳେ ପରମାତ୍ମା ଙ୍କ ଠାରେ ହିଁ ଭଲ ଭାବରେ ଅବସ୍ଥାନ କରେ, ସେତେବେଳେ ସକଳ ଭୋଗରୁ ନିସ୍ପୃହ ପୁରୁଷ ଯୋଗଯୁକ୍ତ ହୁଅନ୍ତି ବୋଲି କୁହାଯାଏ।

( ଗୀତା ୬ଷ୍ଠ ଅ। ୧୮ଶ ଶ୍ଲୋକ )

Comments are closed.