ପ୍ରମୁଖ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର – ମୁମ୍ବାଇରେ ଓଡିଶା ଇନଭେଷ୍ଟର୍ସ ମିଟ୍ ଆରମ୍ଭ ହୋଇଛି । ଦେଶର ପ୍ରମୁଖ ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ସଂପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାନ୍ନା, ୱରି ଇଞ୍ଜିନିୟର୍ସର ଅଧ୍ୟକ୍ଷ ହିତେଶ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.