ପଶ୍ଚିମରେ ପ୍ରବଳ ଗରମ, ସାଢେ ୨ଟା ସୁଦ୍ଧା ସମ୍ବଲପୁର ଓ ହୀରାକୁଦ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର- ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷ କରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହୋଇଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ଓ ହୀରାକୁଦ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ।

ସମ୍ବଲପୁର: ୪୩.୨ ଡ଼ିଗ୍ରୀ
ହୀରାକୁଦ: ୪୩.୨ ଡ଼ିଗ୍ରୀ
ଝାରସୁଗୁଡା: ୪୦.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୬.୪ ଡ଼ିଗ୍ରୀ
ବାଲେଶ୍ୱର: ୩୬.୦ ଡ଼ିଗ୍ରୀ
ପୁରୀ: ୩୪.୦ ଡ଼ିଗ୍ରୀ
ଗୋପାଳପୁର: ୩୩.୨ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ
କେନ୍ଦୁଝର: ୨୫.୨ ଡ଼ିଗ୍ରୀ

Comments are closed.