ପୁଷ୍ପ ଯାହା ମହାଦେବଙ୍କୁ ଅର୍ପଣ କଲେ ମିଳେ ଶୁଭ ଫଳ

ଆଜି ଆସନ୍ତୁ ଜାଣିବା ଶାସ୍ତ୍ରରେ ଉଲ୍ଲେଖ ଥିବା ଏପରି କିଛି ପୁଷ୍ପ ଅଛି ଯାହାକୁ କି ଭଗବାନ ଶିବଙ୍କୁ ଅର୍ପଣ କଲେ କଣ କଣ ଶୁଭ ଫଳ ମିଳିଥାଏ ଏ ସମ୍ବନ୍ଧରେ :-

ଫୁଲ ର ମହତ୍ତ୍ୱ :-
❣️କନିଅର
ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ।

❣️ଅଗସ୍ତି ଫୁଲ –
ଏହାକୁ ଅର୍ପଣ କଲେ ସମାଜରେ ମାନସମ୍ମାନ,ଖ୍ୟାତି ଆଦି ପ୍ରାପ୍ତି ହୋଇଥାଏ।

❣️ସେଫାଳି ଫୁଲ –
ଏହାକୁ ଅର୍ପଣ କଲେ ମନରେ ଶାନ୍ତି ମିଳିବା ସହ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ।

ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୁବ ଅର୍ପଣ କଲେ ଧନହାନି ଦୂର ହେବା ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

❣️ଅରଖ ଫୁଲ
ଏହି ଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ ଓ ବିଦ୍ୟାର୍ଥୀ ମାନଙ୍କର ମଧ୍ୟ ଖୁବ ଭଲ ବି…

Comments are closed.