ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ ଘରକୁ ଯିବାର ଅନେକ ଦିନ ହୋଇ ଗଲାଣି । ଏବେ ବହୁତ ଗୁଡିଏ ଅବସର ଆସୁଛି, ଏଣୁ ବାରମ୍ବାର ତାଙ୍କୁ ଭେଟିବା ପାଇଁ ଇଛା ମନରେ ଉଙ୍କି ମାରୁଛି, ଆଉ ଏହି ଶୁଭ ସଙ୍କେତ ଗୁଡିକରୁ ଭରତ ସହିତ ମିଳନର ବିଶ୍ୱାସ ମନରେ ନିର୍ମାଣ ହେଉଛି ।

Comments are closed.