ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର – ନିର୍ବାଚନ ଋତୁରେ ରାଜନୀତିରେ ପାଦ ଥାପିଛନ୍ତି ଆଉ ଜଣେ ସେଲିବ୍ରିଟି । ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ସାମିଲ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ବିଜେଡି ମୁଖ୍ୟାଳୟ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବର୍ଷା ବିଜେଡିରେ ସାମିଲ ହୋଇଛନ୍ତି।

Comments are closed.