ନ୍ୟୁଜରୁମ୍: ସକାଳର ଖବର

  • ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : କୋରୋନା ଯୁଦ୍ଧରେ ମାସ୍କ ହିଁ ରକ୍ଷା କବଚ, ୧୪ ଦିନ ଯାଏଁ ମାସ୍କ ଅଭିଯାନ
  • ଟିଟିଲାଗଡରେ ରେଲ୍‌ ଓଭରବ୍ରିଜର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ସମଲେଇ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ସବୁ ବର୍ଗ ପାଇଁ ଆକର୍ଷଣୀୟ ଥଇଥାନ ପ୍ୟାକେଜ୍
  • ଏଥର ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
  • ଭାରତରେ ଶୀଘ୍ର ଆରମ୍ଭ ହୋଇପାରେ ‘ଜନ୍‌ସନ୍ ଆଣ୍ଡ୍ ଜନସନ୍‌’ର ସିଙ୍ଗଲ୍ ଡୋଜ୍ ଟିକା ଟ୍ରାଏଲ
  • ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ କରୋନା ସଂକ୍ରମିତ ହେଲେ ଦିଲ୍ଲୀର ୩୭ ଡାକ୍ତର
  • ମୁମ୍ବାଇରେ ଟିକାର ଘୋର ଅଭାବ, ବନ୍ଦ ହେଲାଣି ୭୧ ଟିକା କେନ୍ଦ୍ର
  • କୋଭିଡ୍ ଟିକା ବଦଳରେ ଜଳାନ୍ତକ ଟିକା ଦେଲେ
  • ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକ
  • ଆଇପିଏଲ୍-୧୪: ଆରମ୍ଭରୁ ହିଁ ରୋମାଞ୍ଚ, ଶେଷ ବଲରେ ମୁମ୍ବାଇକୁ ହରାଇ ଅଭିଯାନ ଆରମ୍ଭ କଲା ଆର୍‌ସିବି

Comments are closed.