ମଧୁବାବୁ ପେନସନ ଯୋଜନା : ସେପଟେମ୍ବରରେ ଏକକାଳିନ ୪ ମାସର ଭତା ପାଇବେ ହିତାଧିକାରୀ

ଭୁବନେଶ୍ୱର : ମଧୁବାବୁ ପେନସନ ଯୋଜନା ବାବଦରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଯୋଜନାର ହିତାଧିକାରୀଙ୍କୁ ସେପଟେମ୍ବରରେ ଏକକାଳିନ ୪ ମାସର ଭତା ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.